ସାର୍କ ସମ୍ମିଳନୀରେ ଭାଗ ନେବନି ଭାରତ

ନୂଆଦିଲ୍ଲୀ : ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ(ସାର୍କ) ସମ୍ମିଳନୀରେ ଭାରତ ଯୋଗ ଦେବନାହିଁ। ସୀମାପାର ଆତଙ୍କବାଦକୁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଯେଭଳି ପ୍ରୋତ୍ସାହନ ଦେଉଛି, ସେହି ସ୍ଥିତିରେ ସାର୍କ ସହ ଆଗକୁ ବଢ଼ିବା ସମ୍ଭବ ନୁହେଁ ବୋଲି ଆଜି ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ କରିଛନ୍ତି। ପାକିସ୍ତାନକୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ ସୀମାରେ ଅଶାନ୍ତି ସୃଷ୍ଟି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ଥମୁନାହିଁ। ତେଣୁ ପାକିସ୍ତାନ ସହ … Continue reading ସାର୍କ ସମ୍ମିଳନୀରେ ଭାଗ ନେବନି ଭାରତ